ଜୀବନ ହାରିଲେ ଲୋକପ୍ରିୟ ଗାୟିକା କୋକୋ

ନୂଆଦିଲ୍ଲୀ: ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ ଜୀବନ ହାରି ଦେଇଥିବାର ଦୁଃଖଦ ଖବର ଗୁରୁବାର ସାମ୍ନାକୁ ଆସିଛି। ଏହି ଦୁଃଖଦ ଖବରକୁ କୋକୋଙ୍କ ଭଉଣୀ କାରୋଲ ଓ ନାନସୀ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। କୋକୋଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୋକୋଙ୍କ ପାଖ ଲୋକଙ୍କ କହିବାନୁସାରେ, କୋକୋ ଅନେକ ଦିନ ହେବ ଚିନ୍ତାରେ ରହି ଆସୁଥିଲେ। ସେ ପୂର୍ବ ଭଳି … Continue reading ଜୀବନ ହାରିଲେ ଲୋକପ୍ରିୟ ଗାୟିକା କୋକୋ